Jump to content

ଚତୁର୍ଧାମୂରତି

ଉଇକିଅଭିଧାନ‌ରୁ

ଚତୁର୍ଧାମୂରତି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁର୍ଦ୍ଧା+ ମୂର୍ତ୍ତି)

[ସମ୍ପାଦନା]
୧. ଶ୍ରୀ ବିଷ୍ଣୁଙ୍କର ଶଙ୍ଖ, ଚକ୍ର, ଗଦା, ପଦ୍ମ ଧରିଥିବା ମୂର୍ତ୍ତି — ୧. The image of Bishṇu holding couch, discus, mace and lotus in hands.


(ଚତୁର୍ଦ୍ଧାମୂରତି—ଅନ୍ୟରୂପ)

୨. ଜଗନ୍ନାଥଙ୍କ ମନ୍ଦିରରେ ଥିବା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଚକ୍ର ଏହିପରି ଚାରିଟି ମୂର୍ତ୍ତି —୨. Four images inside the temple of jagannath.

ସୁଭଦ୍ରା ସୁଦର୍ଶନ ଶ୍ରୀପତି ବଳଦେବ ଆଦି ଚତୁର୍ଧା ମୂରତି ପ୍ରାଚୀ, ରହସ୍ୟମଞ୍ଜରୀ