Jump to content

ଚତୁର୍ବର୍ଗ

ଉଇକିଅଭିଧାନ‌ରୁ

ଚତୁର୍ବର୍ଗ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ସମାହାର ଦ୍ୱିଗୁ; ଚତୁର୍+ବର୍ଗ)

[ସମ୍ପାଦନା]

ଧର୍ମ, ଅର୍ଥ, କାମ ଓ ମୋକ୍ଷ ଏହି ପୁରୁଷାର୍ଥ ଚତୁଷ୍ଟୟ — The four main objects or somum bonum of human pursuit (viz. ୧ Religion or virtue, ୨ Wealth or riches, ୩ enjoyment or love, ୪ final salvation or beatitude).