ଚତୁର୍ବର୍ଣ୍ଣ
ଦେଖଣା
ଚତୁର୍ବର୍ଣ୍ଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ସମାହାର ଦ୍ୱିଗୁ; ଚତୁର୍+ବର୍ଣ୍ଣ)
[ସମ୍ପାଦନା]- ୧. ହିନ୍ଦୁମାନଙ୍କର ଜାତିଚତୁଷ୍ଟୟ (ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୁଦ୍ର) — ୧. The four castes amongst the Hindus (Brāhmaṇa, Kshatriya, Baḻi̱ṡya and Ṡūdra).
- ୨. ଚାରିଟି ପ୍ରଧାନ ବର୍ଣ୍ଣ ବା ରଙ୍ଗ (ଧଳା, କଳା, ନାଲି ଓ ନେଳୀ) —୨. The four principal colours (white, black, red and blue).