ଚତୁର୍ବାହୁ
ଦେଖଣା
ଚତୁର୍ବାହୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଚତୁର୍+ବାହୁ)
[ସମ୍ପାଦନା]- ୧. ଚଉବାହା; ଯାହାର ଚାରିଟି ବାହା ବା ହାତ ଅଛି —୧. Four-handed.
- ୨. ଚାରିବାହୁବିଷିଷ୍ଟ (କ୍ଷେତ୍ର) — ୨. Four sided (figure); quadilateral.
ବିଶେଷ୍ୟ -
[ସମ୍ପାଦନା]ବିଷ୍ଣୁ —God; Bishṇu.
[ଦ୍ରଷ୍ଟବ୍ୟ —ଏହାଙ୍କର ଶଙ୍ଖ, ଚକ୍ର, ଗଦା ଓ ପଦ୍ମ—ଧାରୀ ୪ଟି ବାହୁ ଅଛି ]