Jump to content

ଚତୁର୍ବେଦ

ଉଇକିଅଭିଧାନ‌ରୁ

ଚତୁର୍ବେଦ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ସମାହାର ଦ୍ୱିଗୁ; ଚତୁର୍+ବେଦ)

[ସମ୍ପାଦନା]

ଚାରିଗୋଟି ବେଦର ସମଷ୍ଟି; ବେଦଚତୁଷ୍ଟୟ (ଋକ୍, ସାମ, ଯଜୁଃ ଓ ଅଥର୍ବ) —The four Bedas (Ruk, Sāma, Jajur and Atharba).