Jump to content

ଚତୁର୍ବେଦୀ

ଉଇକିଅଭିଧାନ‌ରୁ

ଚତୁର୍ବେଦୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଚତୁର୍+ବେଦ+ଇନ୍;୧ମା. ୧ବ.)

[ସମ୍ପାଦନା]

ଚାରିବେଦ ପଢ଼ିଥିବା ବ୍ରାହ୍ମଣ; ଚୋବେ — One who has read ୪ Bedas; one versed in ୪ Bedas.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଚତୁର୍ବିଦ୍ୟ —Versed in the four Bedas.