ଚତୁର୍ଭଦ୍ର
ଦେଖଣା
ଚତୁର୍ଭଦ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦ୍ୱିଗୁ; ଚତୁର୍+ଭଦ୍ର=ମଙ୍ଗଳକର ବସ୍ତୁ)
[ସମ୍ପାଦନା]- ୧. ଚତୁର୍ବର୍ଗ (ଦେଖ) - ୧. Chaturbarga (See)
- ୨. ନାଗରମୁଥା; (ମତାନ୍ତର ପୁଷ୍ପର ମୂଳ) ପିପ୍ପଳୀ; ଅତୁସୀ (ମତାନ୍ତରେ ଜାଇଫଳ) ଓ କଙ୍କଡ଼ାଶୃଙ୍ଗୀକୁ ଚୁରି କରି ପ୍ରସ୍ତୁତ କରାଯିବା ଅବଲେହ (ଏହା ଶ୍ୱାସ, କାସ, ଅତିସାର ଓ ଜ୍ୱରରେ ଉପକାରୀ) — ୨. A medicinal paste consisting of ୪ particular ingredients and taken as an antidote for cough, dysentery and fever.