ଚତୁର୍ମାସ୍ୟା
ଦେଖଣା
ଚତୁର୍ମାସ୍ୟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚତୁର୍ମାସ୍ୟା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚାତୁର୍ମାସ୍ୟା)
[ସମ୍ପାଦନା]ଶ୍ରାବଣ, ଭାଦ୍ର, ଆଶ୍ୱିନ ଓ କାର୍ତ୍ତିକ ଏହି ଚାରି ମାସ; ବର୍ଷା ସମୟ —The ୪ monsoon months; the rainy season; the four months from Ṡrābaṇa to Kārttika.
ଏମନ୍ତେ ଚତୁର୍ମାସ୍ୟା ହୋଇ ଶୟନଯାତ୍ରା ସେ ଭିଆଇ—ଯଶୋବନ୍ତ, ପ୍ରେମଭକ୍ତିଗୀତା