ଚତୁର ବଦନ
=== ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ -(ସଂସ୍କୃତ - ଚତୁର୍ବଦନ)
ଚତୁର୍ମୁଖ (ଦେଖ) - Chaturmukha (See)
ସୁଗନ୍ଧ ତୀର୍ଥ ଜଳେ କରଇ ଯେ ସ୍ନାନ, ପୂଜା ତାକୁ କରନ୍ତି ଚତୁରବଦନ କୃଷ୍ଣସିଂହ, ମହାଭାରତ, ବନ