Jump to content

ଚତୁଷ୍କ

ଉଇକିଅଭିଧାନ‌ରୁ

ଚତୁଷ୍କ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଚତୁର୍+ସଂଜ୍ଞାର୍ଥେ. କ)

[ସମ୍ପାଦନା]
୧. ଚାରିକୋଣିଆ ପ୍ରାଙ୍ଗଣ; ଚତ୍ୱର; ଚଉଳ — ୧. A square courtyard (used for receiving guests (M.W.)
୨. ଚାରିକୋଣରେ ଚାରିଗୋଟି ସ୍ତମ୍ଭଯୁକ୍ତ ମଣ୍ଡପ — ୨. A hall stading or resting upon ୪ pillars.
୩. ଚାରିଟି ବସ୍ତୁର ସମାହାର —୩. A collection or aggregate of four; a set of ୪.
୪. ଚଉରାସ୍ତା; ଛକ —୪. A crossing where ୪ roads meet or ୨ roads cross; a cross- way.
୫. ଚାରିସରିଆ ହାର — ୫. A necklace of ୪ strings (M.W.)

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ୪ଟି ବସ୍ତୁବିଶିଷ୍ଟ — ୧. Consisting of four.
୨. ୪ଦ୍ୱାରା ଯୋଗକରାଯିବ — ୨. Increased by four.