ଚତୁଷ୍କର
ଦେଖଣା
ଚତୁଷ୍କର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଚତୁଃ+କର)
[ସମ୍ପାଦନା]ଚତୁର୍ବାହୁ; ନାରାୟଣ; ବିଷ୍ଣୁ — (four-armed) Bishṇu.
ଏକାକାରେ ଦ୍ୱିକରେ ସ୍ତ୍ରିକର ଧରି ଚତୁଷ୍କର ଦର୍ଶକକୁ ପଞ୍ଚକରେ ସଡ଼କରେ ଯାଉଅଛନ୍ତି ଯଦୁମଣି, ରହସ୍ୟ
ବିଶେଷଣ -
[ସମ୍ପାଦନା]- ୧. ଚାରିହସ୍ତଯୁକ୍ତ (ଜନ୍ମ); ଯେଉଁ ଜନ୍ତୁଙ୍କର ପାଦଦ୍ୱୟ ମଧ୍ୟହାତ ପରି (ଯଥା—ବାନର) — ୧. Quadrumanous (e.g. apes).
- ୨. (କ୍ଷେତ୍ରକ୍ଷେତ୍ୱ) ଚାରିଭୁଜ ବା ବାହୁବିଶିଷ୍ଟ — ୨. Quadrilateral.
- ୩. ଚାରିହାତବିଶିଷ୍ଟ — ୩. Having ୪ arms or hands.