Jump to content

ଚତୁଷ୍ଟୟ

ଉଇକିଅଭିଧାନ‌ରୁ

ଚତୁଷ୍ଟୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -(ଚତୁର୍+ଅବୟବାର୍ଥ. ତୟ)

[ସମ୍ପାଦନା]
୧. ଯାହାର ୪ଟି ଅବୟବ ବା ଅଙ୍ଗ ଅଛି — ୧. Composed of ୪ parts.
୨. ଚତୁର୍ବିଧ —୨. Of four kings.
୩. ୪ ସଂଖ୍ୟକ —୩. Numbering four.

ବିଶେଷ୍ୟ -

[ସମ୍ପାଦନା]
୧. ଚାରିଗୋଟି ପଦାର୍ଥର ସମଷ୍ଟି —୧. An aggregate of four things.
୨. ୪ ସଂଖ୍ୟା —୨. Four.