Jump to content

ଚତୁଷ୍ପଥ

ଉଇକିଅଭିଧାନ‌ରୁ

ଚତୁଷ୍ପଥ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ -(ଦ୍ୱିଗୁ; ଚତୁର୍+ପଥିନ୍)

[ସମ୍ପାଦନା]
୧. ଚଉରାସ୍ତା; ଛକ —୧. Meeting of ୨ crossing roads; cross-way.

ଜନପଦ ଅନ୍ନ—କଷ୍ଟରେ ଆର୍ତ୍ତ ହେବ, ଚତୁଷ୍ପଥ ଲମ୍ପଟ ବେଶ୍ୟାରେ ପୁରିବ କୃଷ୍ଣସିଂହ, ମହାଭାରତ

୨. ଚଉମୁହାଣିଆ ସ୍ଥାନ — ୨. Place having four outlets.
୩. (ଚତୁରାଶ୍ରମୀ ବା ଚତୁର୍ବେଦାଧ୍ୟାୟୀ) ବ୍ରାହ୍ମଣ — ୩. A Brahman (treading on the path of the ୪ Vedas or following the ୪ āṡramas.)


ସଂସ୍କୃତ - ବିଶେଷଣ -

[ସମ୍ପାଦନା]

(ବହୁବ୍ରୀହି) ଯହିଁରେ ୪ଟି ବାଟ ଅଛି — Having four outlets.