ଚତୁଷ୍ପଦ
ଦେଖଣା
ଚତୁଷ୍ପଦ
ଉଚ୍ଚାରଣ
[ସମ୍ପାଦନା](ଚତୁଷ୍ପଦୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁଂ—(ବହୁବ୍ରୀହି)
[ସମ୍ପାଦନା]- ୧. ଚାରିଗୋଡ଼ିଆ ଜନ୍ତୁ; ପଶୁ —୧. Quadruped.
- ୨. (ଦ୍ୱିଗୁ) ଚାରିଚରଣବିଶିଷ୍ଟ ଶ୍ଲୋକ — ୧. A verse with ୪ lines or parts; a quartet.
- ୩. ଚଉପଦୀ; ୪ ପାଦିଆ ଗୀତ — ୩. A song with ୪ stanzas.
- ୪. ଚାରିଗୋଡ଼ିଆ ଖଟ; ଚାରିପାୟା — ୪. A bedstead with ୪ posts.
- ୫. ରତିବନ୍ଧବିଶେଷ —୫. A kind of coitus (M.W.)
ଚତୁଷ୍ପଦା, ଚତୁଷ୍ପଦିକା, ଚତୁଷ୍ପଦୀସ୍ତ୍ରୀ
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ଚାରିଟି ଗୋଡ଼ ଥିବା (ଜନ୍ତୁ) ୧. (animal) Having four feets or legs; four-legged.
- ୨. ଚାରିଚରଣବିଶିଷ୍ଟ (ଶ୍ଲୋକ) — ୨. Consisiting of four lines.
- ୩. ଚାରୋଟି ଶ୍ଲୋକଯୁକ୍ତ (ଗୀତ) ବା ପଦ୍ୟ — ୩. Having four stanzas.
- ୪. ଚାରୋଟି ପାଦ ବା ଖୁରା ଥିବା (ଆସନାଦି) — ୪. Four-footed (Seat).
- ୫. (ବୀଜଗଣିତ)—୪ଟି ପାଦ ଥିବା ସମୀକରଣ — ୫. (algebra) Tetranomial (equation)
- ୬. ଚାରୋଟି ପଦ ବା ଶବ୍ଦଯୁକ୍ତ (ବାକ୍ୟ) — ୬. (a sentence) Having four words.