ଚତୁଷ୍ପାଦଯୋଗ
ଶୁଭଯୋଗବିଶେଷ — An auspicions astrological conjunction.
[ଦ୍ରଷ୍ଟବ୍ୟ —ଆଷାଢ଼ ଶୁକ୍ଲପଞ୍ଚମୀ ଓ ମଘାନକ୍ଷତ୍ରରେ ଶ୍ରୀ ଭଗବାନଙ୍କର ମହାବେଦୀ ସମାଗମ ଓ ଇନ୍ଦ୍ରଦ୍ୟୁମ୍ନ ସରୋବରରେ ଏହି ଚତୁର୍ଚିଧ ମିଳନରେ ଉକ୍ତ ଯୋଗ ପଡ଼େ ମଦନମୋହନ—ତୀର୍ଥଦର୍ଶନ]