Jump to content

ଚତୁସ୍ତଳ

ଉଇକିଅଭିଧାନ‌ରୁ

ଚତୁସ୍ତଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଚତୁଃ+ତଳ; ବହୁବ୍ରୀହି)

[ସମ୍ପାଦନା]
୧. ଚାରିମାହାଲା, ଚଉତାଲା — ୧. Four-storied (building).
୨. ଚାରିଗୋଟି ସମତଳ ବା ପାଖଥିବା (ବସ୍ତୁ) — ୨. Consisting of ୪ planes or sides; cubical.

ସଂସ୍କୃତ - ବିଶେଷ୍ୟ - (ଦ୍ୱିଗୁ)

[ସମ୍ପାଦନା]

କୋଠାର ଚାରିଟି ମାହାଲା — Four stories of a building.