Jump to content

ଚତୃ (ଇତ୍ୟାଦି)

ଉଇକିଅଭିଧାନ‌ରୁ

ଚତୃ (ଇତ୍ୟାଦି)

ଉଚ୍ଚାରଣ

[ସମ୍ପାଦନା]

=== ଗ୍ରାମ୍ୟ - (ଇତର)ବିଶେଷଣ - (ସଂସ୍କୃତ - ଚତୁର୍)

ଚତୁରର ଅଶୁଦ୍ଧ ଉଚ୍ଚାରଣ (ଚତୁର୍ ଶବ୍ଦଯୁକ୍ତ ପଦମାନ ଦେଖ) — Incorrect pronunciation of the word chatur prefixed to words (see words beginning with Chatur).

[ଦ୍ରଷ୍ଟବ୍ୟ —ଅଶିକ୍ଷିତ ଓ ଇତରଲୋକ ଚତୁର୍ ଶବ୍ଦଯୁକ୍ତ ଚତୁର୍ଭୁଜ, ଚତୁର୍ମାସ୍ୟା, ଚତୁର୍ଥ, ଚତୁର୍ଥୀଆଦିକୁ ଚତୁଭୁଜ, ଚତୃମାସ୍ୟା, ଚତୃଥ, ଚତୁର୍ଥୀଆଦି ରୂପେ ଉଚ୍ଚାରଣ କରନ୍ତି]