ଚତ୍ରିକ
ଦେଖଣା
ଚତ୍ରିକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଚିତ୍ର+ସ୍ୱାର୍ଥେ. କ)
[ସମ୍ପାଦନା]- ୧. ଛବି; ଆଲେଖ୍ୟ — ୧. Picture.
- ୨. ତିଳକ —୨. Painted mark on the body or forehead.
ବିଚିତ୍ର ଚିତ୍ରକ ଗଇରିକେ ପରା ଲେଖିଥିଲେ ତବ ଭାରେ— ଭଞ୍ଜ. ବୈଦେହୀଶବିଳାସ
- ୩. (ଚିତ୍ର+କୈ ଧାତୁ. ଅ) ଚିତାବାଘ — ୩. Leopard.
- ୪. ଧଳାଚିତା ଗୁଳ୍ମ; ଚିତାପାରୁ —୪. The leadwort.
- ୫. ଚିରେଇତା (ହିନ୍ଦୀ - ଶବ୍ଦସାଗର) (ଦେଖ) - — ୫. Chireitā (See)
- ୬. ଗବଗଛ (ହିନ୍ଦୀ - ଶବ୍ଦସାଗର) — ୬. Castor seed plant.
- ୭. ମୁଚୁକୁନ୍ଦଗଛ (ହିନ୍ଦୀ - ଶବ୍ଦସାଗର) (ଦେଖ) - — ୭. Muchukunda tree (See)
- ୮. ଚିତ୍ରକାର —୮. A painter.
- ୯. ଶୂର; ବୀର (ହିନ୍ଦୀ - ଶବ୍ଦସାଗର) —୯. Hero
(ଚିତ୍ରିକା—ସ୍ତ୍ରୀ)
=== ସଂସ୍କୃତ - ବିଶେଷଣ - (ଚିର୍ତ୍ତ+କର୍ତ୍ତୃ. ଅକ) ଯେ ଚିତ୍ର କରେ;
ଚିତ୍ରକାରୀ; ଅଙ୍କନକାରୀ —Painting.