Jump to content

ଚତ୍ୱାଳ

ଉଇକିଅଭିଧାନ‌ରୁ

ଚତ୍ୱାଳ

ଉଚ୍ଚାରଣ

[ସମ୍ପାଦନା]

(ଚତ୍ୱାଳ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଚତ୍ ଧାତୁ +ବାଳ)

[ସମ୍ପାଦନା]
୧. ହୋମାଗ୍ନି ନିମନ୍ତେ ଖୋଦିତ ଗର୍ତ୍ତ —୧. A hole in the ground for the sacrficial fire.
୨. ପକ୍କା ବା ପଥରବନ୍ଧା ଚଟାଣ; ଚଉତଗ୍ — ୨. A paved floor or platform.
୩. ଗର୍ଭ —୩. Womb (M.W.)
୪. ଦର୍ଭ; କୁଶତୃଣ —୪. The Kuṡa grass (M.W.)