Jump to content

ଚଦିବା

ଉଇକିଅଭିଧାନ‌ରୁ

ଚଦିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ତର୍ଜ ଧାତୁ; ପ୍ରା ଚକ୍କ)

[ସମ୍ପାଦନା]
୧. ଧମକାଇବା — ୧. To threaten.

ହିଡ଼ିମ୍ୱ ବୋଇଲାରେ ନର ଚଦୁ କେତେ—କୃଷ୍ଣସିଂହ, ମହାଭାରତ, ଆଦି

୨. ସାବଧାନ କରିବା; ତାକିଦ କରିବା — ୨. To caution; to warn.

ଚଦି ଥରେ ଆଗପଛେ ନବୀନା ଚତୁର୍ଥ ଉପାୟ କରନ୍ତା ସିନା—କବିସୂର୍ଯ୍ୟ, କବିତାକଲ୍ଲୋଳିନୀ