Jump to content

ଚନାବ୍

ଉଇକିଅଭିଧାନ‌ରୁ

ଚନାବ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)—(ସଂସ୍କୃତ - ଚନ୍ଦ୍ରଭାଗା)

[ସମ୍ପାଦନା]

ପଞ୍ଜାବର ୫ ନଦୀ ମଧ୍ୟରୁ ଏକ, ସିନ୍ଧୁନଦୀର ଏକ ଉପନଦୀ —The chanab, a tributary of the Iudus.

[ଦ୍ରଷ୍ଟବ୍ୟ —ଏହା ହିମାଳୟର ଦକ୍ଷିଣ କାଶ୍ମିର ରାଜଧାନୀ ଶ୍ରୀନଗରର ପୂର୍ବ ଅଞ୍ଚଳ ପର୍ବତରୁ ବାହାରି ଝେଲମ୍ ଓ ଶତଦ୍ରୁ ଉପନଦୀ ସଙ୍ଗେ ମିଳିତ ହୋଇ ସିନ୍ଧୁନଦୀରେ ପଡ଼ିଅଛି ମୁଲତାନ୍ ଚେନାବ୍ ନଦୀର ତୀରରେ ଅବସ୍ଥିତ ]