Jump to content

ଚନ୍ଦନବୋଡ଼ା

ଉଇକିଅଭିଧାନ‌ରୁ

ଚନ୍ଦନବୋଡ଼ା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚନ୍ଦ୍ର+ ବୋଡ଼୍ର)

[ସମ୍ପାଦନା]

ହଳଦିଆ ଦେହରେ ତିନି ଧାଡ଼ି ବଡ଼ ବଡ଼ କଳା ଗୋଲ ଚିହ୍ନ ଥିବା ଭୟାନକ ବିଷଧର ବୋଡ଼ା ସାପ (ଏ ଲମ୍ୱରେ ୨ ହାତ ବଢ଼େ; ଲାଙ୍ଗୁଡ଼ ପତଳା ଓ ୯/ ୧: ଆଙ୍ଗୁଳ ଲମ୍ୱ) —A kind of venemous viper with yellow body with ୩ lines of black circular marks; Vipera Russela; Daboia Russelli; Russell's viper.