ଚନ୍ଦନା
ଦେଖଣା
ଚନ୍ଦନା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଶପକସଦୃଶ କିନ୍ତୁ ହ୍ରସ୍ୱପୁଚ୍ଛବିଶିଷ୍ଟ ଉଜ୍ଜ୍ୱଳ ହରିତ୍ୱର୍ଣ୍ଣ ପକ୍ଷୀ; ପୁପକ୍ଷୀର ଗଳାରେ ଗୋଲାପି କଣ୍ଠରେଖା ବୁଲିଥାଏ; ଏ ମନୁଷ୍ୟର ବୋଲୀ ଶିଖି ପାରେ — Palœrnis Nepalenisis; a species of short and broad-tailed singing parrots which can be taught to sing; the j̄aco bird.
[ଦ୍ରଷ୍ଟବ୍ୟ — ଏମାନେ ନାହାକା ଶୁଆଠାରୁ ବଡ଼ ଓ ମୋଟା ଏମାନଙ୍କ ପୁଚ୍ଛ ଛୋଟ ଓ ଚୋପା ଏବଂ ପୁଚ୍ଛର ଅଗ ଚଉଡ଼ା ଏମାନଙ୍କ ଉପରଥଣ୍ଟ ଆଙ୍କୁଶା ପରି ତଳଥଣ୍ଟରର ଉପରକୁ ଆବରଣ କରିଥାଏ ଏମାନଙ୍କ ଲମ୍ୱରେ ହାତେ ପର୍ଯ୍ୟନ୍ତ ବଢ଼ନ୍ତି]
- ୨. ଚନ୍ଦନଶାରିବା (ଦେଖ) - ୨. Chandanaṡāribā (See)