ଚନ୍ଦନାଦି ତୈଳ
ଦେଖଣା
ଚନ୍ଦନାଦି ତୈଳ
ଉଚ୍ଚାରଣ
[ସମ୍ପାଦନା](ଚନ୍ଦନାଦ୍ୟତୈଳ—ଅନ୍ୟନାମ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଆୟୁର୍ବେଦୋକ୍ତ ମସ୍ତିଷ୍କହିତକର ଔଷଧ ତୈଳବିଶେଷ —A medicated oil prepared for keeping the brain cool.
[ଦ୍ରଷ୍ଟବ୍ୟ —ଏଥିର ପ୍ରଧାନ ଉପାଦାନ ଚନ୍ଦନ ଏହା ଚନ୍ଦନ, ଅଗୁରୁ, ଦେବଦାରୁ, ପଦ୍ମକାଷ୍ଠ, ଅଳାଇଚ, ନାଗକେଶର, କପୂର, ଜାଇଫଳ, କସ୍ତୂରୀ, ଶିତଳଚିନୀ, ଡ଼ାଲଚିନୀ, ଜାଫ୍ରାନ କେଶରକୁ ବାଟି ତୈଳରେ ସିଦ୍ଧ କରାଯିବା କବିରାଜୀତୈଳ ଅଟେ ଏହା ମସ୍ତିସ୍କବିକୃତିନାଶକ, କାନ୍ତିବର୍ଦ୍ଧକ ଓ ବାତନାଶକ]