Jump to content

ଚନ୍ଦନ ଧେନୁ

ଉଇକିଅଭିଧାନ‌ରୁ

ଚନ୍ଦନ ଧେନୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଚନ୍ଦନଚର୍ଚ୍ଚିତା ଧେନୁ)

[ସମ୍ପାଦନା]

ପତିପୁତ୍ରବତୀ ମୃତା ନାରୀର ମୃତାହ ଉପଲକ୍ଷରେ ବୃଷୋତ୍ସର୍ଗ ପରିବର୍ତ୍ତରେ ପୁତ୍ରଦ୍ୱାରା ବ୍ରାହ୍ମଣକୁ ଦାନ କାରଯିବା ଚନ୍ଦନଚର୍ଚ୍ଚିତା ସବତ୍ସା ଗାଭୀ — A cow with its calf smeared with sandal-paste and given to a Brāhmaṇa by the

son of a deceased female (who dies leaving her husband and sons behind during her obsequies.)

[ଦ୍ରଷ୍ଟବ୍ୟ —ଶାସ୍ତ୍ର ଅନୁସାରେ ଜୀବତ୍ପିତୃକ ପୁତ୍ରର ବୃଷୋତ୍ସର୍ଗ କରିବାର ଅଧିକାର ନ ଥିବାରୁ ମାତାଙ୍କ ଉଦ୍ଦେଶ୍ୟରେ ଚନ୍ଦନଧେନୁ ଦାନ କରନ୍ତି]