ଚନ୍ଦନ ପାଟି
ଦେଖଣା
ଚନ୍ଦନ ପାଟି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚନ୍ଦନ ପାଟି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚନ୍ଦନ+ ପଟ୍ଟ)
[ସମ୍ପାଦନା]କପାଳର ଦୁଇ ପାଖରେ ଗାଲ ପର୍ଯ୍ୟନ୍ତ ବୋଳା ହୋଇଥିବା ଚନ୍ଦନର ପଟି ବା ଚିତ୍ର —Strips of sandal-paste painted over the brow from the middle along the cheeks on both sides. (right and left)
ଚନ୍ଦନପାଟିଏ ଥିବ କପୋଳେ—ଭଞ୍ଜ, ଲାବଣ୍ୟବତୀ