Jump to content

ଚନ୍ଦନ ବେଶ

ଉଇକିଅଭିଧାନ‌ରୁ

ଚନ୍ଦନ ବେଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଚନ୍ଦନ ଲେପନ କରାଯିବା ବେଶ)

[ସମ୍ପାଦନା]

ଶରୀରରେ ବା ସର୍ବାଙ୍ଗରେ ଚନ୍ଦନ ଲେପନଦ୍ୱାରା କରାଯିବା ବେଶ —Annointing or besmearing the body with sandal-paste.

ଚନ୍ଦନବେଶ ମୁଁ କରନ୍ତି ମୋର ହେଉଛି ମନ କଳାକଳେବର ଚଉତିଶା