Jump to content

ଚନ୍ଦନ ଯାତ୍ରା

ଉଇକିଅଭିଧାନ‌ରୁ

ଚନ୍ଦନ ଯାତ୍ରା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା) ଠାରୁ ୨୧: ଦିନ ଅପରାହ୍ନ ଓ ସନ୍ଧ୍ୟାରେ ପୁରୀ, ଭୁବନେଶ୍ୱର, ସତ୍ୟବାଦୀ ଓ ରାଜଧାନୀ ଓ ବଡ଼ ବଡ଼ ଗ୍ରାମ— ମାନଙ୍କରେ ପ୍ରତିଷ୍ଠିତ ଦେବବିଗ୍ରହମାନଙ୍କୁ ନିକଟବର୍ତ୍ତୀ ପୁଷ୍କରିଣୀକୁ ନେଇ ସେଠାରେ ଚାପରେ ବସାଇ କରାଯିବା ଜଳକ୍ରୀଡ଼ାରୂପ ଉତ୍ସବ —The festival of taking out the image of a Deity to a tank and giving it a boating in the afternoon and eveving for ୨୧ days begining with the third day of the light fortnight of the month of B&aline;i̱ṡākha.