Jump to content

ଚନ୍ଦା

ଉଇକିଅଭିଧାନ‌ରୁ

ଚନ୍ଦା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚନ୍ଦ୍ର)

[ସମ୍ପାଦନା]
୧. ଚିହ୍ନ —୧. Mark.
୨. ଅନାବୃତ ସ୍ଥାନ — ୨. Bare or open space.
୩. ଜମିର ସୀମାନିର୍ଦେଶକ ଚିହ୍ନ ବା ଶଙ୍କୁ — ୩. A distinguishing mark on the boundary of a land.

ବିଶେଷଣ -

[ସମ୍ପାଦନା]

କେଶରହିତ (ମସ୍ତକ); ଟାଙ୍ଗାରା — Bald-headed.

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ -

[ସମ୍ପାଦନା]

ଚନ୍ଦିଆ (ଦେଖ) - Chandiā (See)