ଚନ୍ଦାଇ
ଦେଖଣା
ଚନ୍ଦାଇ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଚନ୍ଦେଇ—ଅନ୍ୟରୂପ)
ଦେଶଜ - ବିଶେଷଣ - ଓ ବିଶେଷ୍ୟ - ସ୍ତ୍ରୀ—(ସଂସ୍କୃତ - ଚୁନ୍ଦୀ=କୁଟ୍ଟିନୀ)
[ସମ୍ପାଦନା]- ୧. କୁଟ୍ଟିନୀ; ବେଧୋଇ; ଛିଣ୍ଡାଳୀ; ନଷ୍ଟା ସ୍ତ୍ରୀ — ୧. An adulteress.
- ୨. ଯେ ଆପଣାର ପ୍ରଶଂସା ଆପେ କରେ — ୨. A self-advertising woman.
- ୩. ଯେଉଁ ସ୍ତ୍ରୀ ହାବଭାବଦ୍ୱାରା ପୁରୁଷ ନିକଟରେ କାମେଚ୍ଛା ଦେଖାଇ ହୁଏ —A flirt.