ଚନ୍ଦାଇ ହେବା
ଦେଖଣା
ଚନ୍ଦାଇ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚନ୍ଦାଇ ହେବା
|
(ଚନ୍ଦେଇ ହେବା—ଅନ୍ୟରୂପ)
ଦେଶଜ - କ୍ରି—(ସ୍ତ୍ରୀଲୋକଙ୍କ ପ୍ରଯୁଜ୍ୟ)
[ସମ୍ପାଦନା]- ୧. ଆତ୍ମଶ୍ଳାଘା କରିବା; ଆପଣାକୁ ଆପେ ଦେଖାଇ ହେବା, କମ କମ ହେବା —୧. To self-advertise; to aggrandise one's self.
- ୨. ମକମକ ହେବା; ଭାବଭଙ୍ଗୀଦ୍ୱାରା କାମଚେଷ୍ଟା ପ୍ରକାଶ କରିବା —୨. To show outward signs of amour; to flirt.