ଚନ୍ଦେଲୀ
ଦେଖଣା
ଚନ୍ଦେଲୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଚନ୍ଦେଲ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ନାମ) (ସଂସ୍କୃତ - ଚେଦୀ ବା ଚନ୍ଦ୍ରାତ୍ରେୟ)
[ସମ୍ପାଦନା]କ୍ଷତ୍ରିୟ ବା ରାଜପୁତମାନଙ୍କର ଏକ ଶଖା — Name of a branch of the Rājputs.
[ଦ୍ରଷ୍ଟବ୍ୟ —ଏ ବଂଶର କ୍ଷତ୍ରିୟମାନେ ମରୀଚିଙ୍କ ପୌତ୍ର ଚନ୍ଦ୍ରାତ୍ରେୟଙ୍କରଠାରୁ ଉଦ୍ଭୁତ ବୋଲି କଥିତ ଅଛି ଏହି ବଂଶର ରାଜାମାନେ ବୁନ୍ଦେଲଖଣ୍ଡ ଓ ମଧ୍ୟ ଭାରତରେ ଖ୍ରୀଷ୍ଟୟ ପ୍ରଥମ ଶତାବ୍ଦୀଠାରୁ ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ରାଜତ୍ନ କରୁଥିଲେ— ହିନ୍ଦୀ - ଶବ୍ଦସାଗର]