ଚନ୍ଦ୍ରକାନ୍ତ
ଦେଖଣା
ଚନ୍ଦ୍ରକାନ୍ତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚନ୍ଦ୍ରକାନ୍ତ
|
ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଚନ୍ଦ୍ର ଅଟେ କାନ୍ତ ଅର୍ଥାତ୍ ପ୍ରିୟ ଯାହାର)
[ସମ୍ପାଦନା]- ୧. କାଳ୍ପନିକ ମଣିବିଶେଷ — ୧. A fabulous gem; the moon-stone; jasper.
[ଦ୍ରଷ୍ଟବ୍ୟ —କଥିତ ଅଛି ଯେ ଏହା ଚନ୍ଦ୍ରକିରଣ ସ୍ପର୍ଶରେ ଦ୍ରବୀଭୂତ ହୁଏ ବୋଧହୁଏ ଏହାକୁ ରାତିରେ ପଦାରେ ରଖିଲେ ଏହା ଉପରେ ଶିଶିରବିନ୍ଦୁ ପଡ଼ିବାରୁ ଏହା ତରଳିଯିବା ପରି ଦେଖା— ଯାଏ]
- ୨. ଚନ୍ଦନ କାଠ —୨. Sandal wood.
- ୩. (ବହୁବ୍ରୀହି) କୁମୁଦ —୩. Water lily.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଚନ୍ଦ୍ର ପରି ସୁନ୍ଦର — Beautiful or charming as the moon.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ନାମ)
[ସମ୍ପାଦନା]ଲୋକଙ୍କ ନାମ — Name given to males.