ଚନ୍ଦ୍ରକାନ୍ତା
ଦେଖଣା
ଚନ୍ଦ୍ରକାନ୍ତା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (୬ଷ୍ଠୀ ତତ୍; ବହୁବ୍ରୀହି; ଚନ୍ଦ୍ର+କାନ୍ତ+ ସ୍ତ୍ରୀ. ଆ)
[ସମ୍ପାଦନା]- ୧. ଜ୍ୟୋତ୍ସ୍ନା — ୧. Rays of the moon; moon-light.
- ୨. ରାତ୍ରି —୨. Night.
- ୩. ତାରକା —୩. Star.
- ୪. ଔଷଧି —୪. Herbs.
- ୫. ଚନ୍ଦ୍ରପତ୍ନୀ —୫. The wife of the moon-god.
- ୬. ଲକ୍ଷ୍ମଣଙ୍କ ପୁତ୍ର ଚନ୍ଦ୍ରକେତୁଙ୍କ ରାଜଧାନୀ — ୬. Name of the capital of the ancient King Chandraketu.