Jump to content

ଚନ୍ଦ୍ରକାନ୍ତି

ଉଇକିଅଭିଧାନ‌ରୁ

ଚନ୍ଦ୍ରକାନ୍ତି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଚନ୍ଦ୍ର+କାନ୍ତି)

[ସମ୍ପାଦନା]
୧. ରକତ; ରୂପା; ଚାନ୍ଦୀ —୧. Silver.
୨. ଶୁକ୍ତି; ସାମୁକା —୨. Oyster.

ସୂତ୍ର—ଲମ୍ୱିତ ଚନ୍ଦ୍ରକାନ୍ତି ନିକର ରାଧାନାଥ, ମେଘଦୂତ

୩. (୬ଷ୍ଠୀ ତତ୍) ଚନ୍ଦ୍ରଙ୍କ ଜ୍ୟୋତିଃ — ୩. The brightness of the moon.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମିଷ୍ଟାନ୍ନବିଶେଷ — A kind of sweetmeat.

ଚନ୍ଦ୍ରକାନ୍ତି, ଝିଲ୍ଲି, ନାଡ଼ିକା ସୁଶୋଭନ ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି