Jump to content

ଚନ୍ଦ୍ରକ ଚୂଳ

ଉଇକିଅଭିଧାନ‌ରୁ

ଚନ୍ଦ୍ରକ ଚୂଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଚନ୍ଦ୍ରକ+ଚୂଳ)

[ସମ୍ପାଦନା]

ମସ୍ତକ ଉପରେ ଅଳଙ୍କାର ରୂପେ ବ୍ୟବହୃତ ମୟୁରପୁଚ୍ଛର ଗୁଚ୍ଛ —Tail-feathers of the peacock tied a bunch and put on the head as an ornament.

ଚନ୍ଦ୍ର କଚୂଳ ଶିର ଦେଶେ ପ୍ରାଚୀ, ପୂର୍ଣ୍ଣତମଚନ୍ଦ୍ରୋଦୟ