Jump to content

ଚନ୍ଦ୍ରଚଳନ

ଉଇକିଅଭିଧାନ‌ରୁ

ଚନ୍ଦ୍ରଚଳନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଚନ୍ଦ୍ର+ଚଳନ)

[ସମ୍ପାଦନା]

(ଜ୍ୟୋତିଷ) ଚନ୍ଦ୍ରଙ୍କର ଏକରାଶିରୁ ଅନ୍ୟ ରାଶିକୁ ଗତି —(Astrology) The motion of the moon from one zodiacal sign to another.