Jump to content

ଚନ୍ଦ୍ରଚାଳକ

ଉଇକିଅଭିଧାନ‌ରୁ

ଚନ୍ଦ୍ରଚାଳକ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚନ୍ଦ୍ରଚାଳନ)

[ସମ୍ପାଦନା]

(କାମଶାସ୍ତ୍ର) ଭିନ୍ନଭିନ୍ନ ତିଥିରେ ସ୍ତ୍ରୀମାନଙ୍କ ଅଙ୍ଗର ଭିନ୍ନଭିନ୍ନ ଅଂଶରେ ଥିବା

'ଚନ୍ଦ୍ର'ଙ୍କୁ କାମଶାସ୍ତ୍ରୋକ୍ତ ବିଧିଦ୍ୱାରା ଉତ୍ତେଜିତ କରି କାମୋପଭୋଗ କରିବା ବିଧି —Titillation of a particular limb of a woman on a particular day of the lunar fortnight by a lover, by which she becomes very excited.