Jump to content

ଚନ୍ଦ୍ରଚୂଡ଼

ଉଇକିଅଭିଧାନ‌ରୁ

ଚନ୍ଦ୍ରଚୂଡ଼

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଚନ୍ଦ୍ର ଚୁଡ଼ାରେ ଯାହାର; ଚନ୍ଦ୍ରଙ୍କୁ ମସ୍ତକରେ ବହୁଥିବା ଯୋଗୁଁ)

[ସମ୍ପାଦନା]
୧. ମହାଦେବ — ୧. God Ṡiba (lit. moon-crested)
୨. ପର୍ବତବିଶେଷ —୨. Name of a mountain.