ଚନ୍ଦ୍ରଚୂଡ଼ାମଣି ହରିଚନ୍ଦନ ଜଗଦେବ
ଦେଖଣା
ଚନ୍ଦ୍ରଚୂଡ଼ାମଣି ହରିଚନ୍ଦନ ଜଗଦେବ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଗଞ୍ଜାମ ସୁରଙ୍ଗୀ ରାଜ୍ୟର ସ୍ୱର୍ଗୀୟ ରାଜା ଏ 'ମାତୃପୂଜା' 'ସଙ୍ଗୀତସର୍ବସ୍ୱ' ଓ 'ଦଶମହାବିଦ୍ୟା' ଆଦି ପୁସ୍ତକମାନ ଲେଖିଅଛନ୍ତି (ତାରିଣୀ—ଉତ୍କଳସାହିତ୍ୟର ଇତିହାସ) ଏ ଇଉରୋପ ଭ୍ରମଣକରି 'ପାଶ୍ଚାତ୍ୟଭ୍ରମଣ' ଓ ଅନେକ— ଗୁଡ଼ିଏ କବିତା ରଚନା କରିଥିଲେ — Name of the late Raja of Surangi in the district of Ganjam.