ଚନ୍ଦ୍ରଝୁମ୍ପା
ସ୍ତ୍ରୀମାନଙ୍କ ମୁଣ୍ଡର ଚଉଁରିଭୂଣ୍ଡିରେ ଲାଗିଥିବା ଚନ୍ଦ୍ରାକାର ଝୁମ୍ପା — A kind of pendant for the chignon.
କେ ବୋଲେ ଚନ୍ଦ୍ରଝୁମ୍ପା ମୁକୁତା ପ୍ରକାଶେ—କୃଷ୍ଣସିଂହ, ମହାଭାରତ, ବନ