Jump to content

ଚନ୍ଦ୍ରଝୁମ୍ପି

ଉଇକିଅଭିଧାନ‌ରୁ

ଚନ୍ଦ୍ରଝୁମ୍ପି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଚନ୍ଦ୍ରଝୁମ୍ପା (ଦେଖ) - Chandrajhumpā (See)

ବହୁ ଚନ୍ଦ୍ରଝୁମ୍ପି ଝିଲିମିଲିକା—ଭଞ୍ଜ, ବୈଦେହୀଶବିଳାସ

୨. ଉପର କାନରେ ପିନ୍ଧାଯିବା ଅର୍ଦ୍ଧଚନ୍ଦ୍ରାକାର ଫାସିଆ — ୨. A kind of crescent-shaped ear-ring for the upper ear.