Jump to content

ଚନ୍ଦ୍ରଦୀପ

ଉଇକିଅଭିଧାନ‌ରୁ

ଚନ୍ଦ୍ରଦୀପ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ରାତିରେ ଚାଲିବା ବେଳେ ବାଟ ସ୍ପଷ୍ଟରୂପେ ଦେଖାଯିବା ଉଦ୍ଦେଶ୍ୟରେ ବ୍ୟବହୃତ ଉଜ୍ଜ୍ୱଳ କିରଣଯୁକ୍ତ ପ୍ରଦୀପ ବା ଲଣ୍ଠନ — A bright lamp or lantern used to show the way during the night.

ଚନ୍ଦ୍ରକାବିହୀନ ରଜନୀକାଳେ, ଚାନ୍ଦନୀ ସୋପାନ ଉଠିବାବେଳେ ଚନ୍ଦ୍ରଦୀପ ତା ଛାମୁରେ ନ ଥିଲେ, ଚେତନା ମୋ ଦେହେ ନ ଥାଇ ଭଲେ କବିସୂର୍ଯ୍ୟ, କଳାକଭତୁକ