Jump to content

ଚନ୍ଦ୍ରପ୍ରଭ

ଉଇକିଅଭିଧାନ‌ରୁ

ଚନ୍ଦ୍ରପ୍ରଭ

ଉଚ୍ଚାରଣ

[ସମ୍ପାଦନା]
(ଚନ୍ଦ୍ରପ୍ରଭା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ.—(ବହୁବ୍ରୀହି; ଚନ୍ଦ୍ର+ପ୍ରଭା)

[ସମ୍ପାଦନା]

ଚନ୍ଦ୍ରଙ୍କ ପରି ସୁନ୍ଦର —Beautiful like the moon.