Jump to content

ଚନ୍ଦ୍ରବଦନ

ଉଇକିଅଭିଧାନ‌ରୁ

ଚନ୍ଦ୍ରବଦନ

ଉଚ୍ଚାରଣ

[ସମ୍ପାଦନା]
(ଚନ୍ଦ୍ରବଦନା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ -(ଉପମିତ ସମାସ; ଚନ୍ଦ୍ର+ବଦନ)

[ସମ୍ପାଦନା]

ଚନ୍ଦ୍ରପରି ସୁନ୍ଦର ମୁଖ —Moon-like lovely face.

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି)

[ସମ୍ପାଦନା]

ଚନ୍ଦ୍ରଙ୍କ ପରି ସୁନ୍ଦର ମୁଖଯୁକ୍ତ (ପୁରୁଷ) —(a male) Having a lovely face like the moon.