Jump to content

ଚନ୍ଦ୍ରବାନ୍

ଉଇକିଅଭିଧାନ‌ରୁ

ଚନ୍ଦ୍ରବାନ୍

ଉଚ୍ଚାରଣ

[ସମ୍ପାଦନା]
(ଚନ୍ଦ୍ରବତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଚନ୍ଦ୍ର+ଅଛି ଅର୍ଥରେ ବତ; ୧ମା, ୧ବ.)

[ସମ୍ପାଦନା]
୧. ଚନ୍ଦ୍ର କିରଣଦ୍ୱାରା ଆଲୋକିତ — ୧. Illuminated by the moon. (M.W.)
୨. (ବୈଦିକ) ଯହିଁରେ ପ୍ରଚୁର ସ୍ୱର୍ଣ୍ଣ ଅଛି — ୨. Abounding in gold. (M.W.)