Jump to content

ଚନ୍ଦ୍ରଭାଗାଳିକା

ଉଇକିଅଭିଧାନ‌ରୁ

ଚନ୍ଦ୍ରଭାଗାଳିକା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ଅର୍ଦ୍ଧଚନ୍ଦ୍ର ସଦୃଶ ଲଲାଟବିଶିଷ୍ଟା (ସ୍ତ୍ରୀ) — (a woman) Having a crescent-shaped brow.

ବ୍ୟାକୁଳ ବିନାଶେ ନବୀନାମଣି, ବିଭ୍ରାଜ ଚନ୍ଦ୍ରଭାଗାଳିକା ପୁଣି ଭଞ୍ଜ, ବୈଦେହୀଶବିଳାସ