ଚନ୍ଦ୍ରମଣ୍ଡଳ
ଦେଖଣା
ଚନ୍ଦ୍ରମଣ୍ଡଳ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଚନ୍ଦ୍ର+ମଣ୍ଡଳ)
[ସମ୍ପାଦନା]- ୧. ଚନ୍ଦ୍ରଙ୍କ ଗୋଲା— କାର କଳେବଲ —୧. The orb of the moon; the lunar orb.
- ୨. ସମୟ ସମୟରେ ଚନ୍ଦ୍ରଙ୍କ ଚାରିପାଖେ କିଛିଦୂର ପର୍ଯ୍ୟନ୍ତ ଯେଉଁ ମଣ୍ଡଳାକାର ପ୍ରଭା ଚନ୍ଦ୍ରଙ୍କ୍ ବେଷ୍ଟନ କଲାପରି ଦେଖାଯାଏ —୨. A halo or circle seen surrounding the moon on some cloudy night.
ଚନ୍ଦ୍ରମଣ୍ଡଳ ଭିତରେ ତାରା, ମେଘ ବରଷିବ ମୂଷଳଧାରା—ଡାକଃଷିବଚନ