ଚନ୍ଦ୍ରମଲ୍ଲିକା
ଦେଖଣା
ଚନ୍ଦ୍ରମଲ୍ଲିକା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚନ୍ଦ୍ରମଲ୍ଲିକା
|
(ଚନ୍ଦ୍ରମଲ୍ଲୀ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ତୁଳ. ଫାରାସୀ - ଗୁଲ୍ଦାଉଦୀ)
[ସମ୍ପାଦନା]ଏକଜାତୀୟ ହଳଦିଆ ବିଦେଶାଗତ ସୁବାସଫୁଲ- Chrysanthemum Indicum.
[ଦ୍ରଷ୍ଟବ୍ୟ —ଏହା ହେମନ୍ତେ କାଳରେ ଫୁଟେ ଫୁଲର ପରିଧି ୬ ଇଞ୍ଚ ଠାରୁ ୧/?/: ଫୁଟ ପର୍ଯ୍ୟନ୍ତ ହୁଏ ଫୁଲ ଫୁଟିବା ପରେ ଏକମାସ ପର୍ଯ୍ୟନ୍ତ ସତେଜ ରହିପାରେ]