Jump to content

ଚନ୍ଦ୍ରମା

ଉଇକିଅଭିଧାନ‌ରୁ

ଚନ୍ଦ୍ରମା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚନ୍ଦ୍ରମସ୍ ଶବ୍ଦର ୧ମା. ୧ବ. ଚନ୍ଦ୍ରମାଃ)

[ସମ୍ପାଦନା]
୧. ଚନ୍ଦ୍ର —୧. The moon.
୨. ସ୍ତ୍ରାମାନଙ୍କୁ ଦିଆଯିବା ନାମ — ୨. A name given to females.